ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ଜାରି କଲା ହ୍ୱିପ । ଏନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ୧୩ରୁ ୧୬ତାରିଖ ଯାଏଁ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଭଳି କ୍ରସ ଭୋଟିଂ ନ ହେବ ଆମେ ତତ୍ପର ଅଛୁ କହିଛନ୍ତି, ଭକ୍ତ । ଅନ୍ୟପଟେ ବିଜେଡି ମଧ୍ୟ ହ୍ୱିପ ଜାରି କରିଛି । ପ୍ରମିଳା ମଲ୍ଲିକ କହିଛନ୍ତି, ଭୁବନେଶ୍ୱର ନ ଛାଡିବାକୁ ସବୁ ବିଧାୟକଙ୍କୁ ନିର୍ଦ୍ଦେଶ ରହିଛି ।










