ଭୁବନେଶ୍ୱର: ରାଜ୍ୟରେ ଅପରାଧ ସ୍ଥିତି ନେଇ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ରେ ବର୍ଷିଲେ ଦିପା ଦାସମୁନସୀ । ମହିଳାଙ୍କ ଦୁଃଖ ଶୁଣି ଆମ ଧୈଯ୍ୟ ରହିଲା ନାହିଁ । ବର୍ଷେ ହେବ ମହିଳା କମିଶନ ଗଠନ ହୋଇପାରିଲେନି । ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସମୟ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲୁ ଆମକୁ ଭେଟିଲେନି । ଓଡିଶାରେ ଅରାଜକତା , ଭ୍ରଷ୍ଟାଚାର, ଦୁଷ୍କର୍ମ ଚାଲିଛି ।