ଭୁବନେଶ୍ୱର: କଂଗ୍ରେସ ଧାରଣା ନେଇ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରୁଛି କଂଗ୍ରେସ । କଂଗ୍ରେସ ବିରୋଧ କରି ପାରିବ କିନ୍ତୁ ଧମକାଇ ନୁହେଁ । କୋର୍ଟଙ୍କ ରଙ୍କୁ ଅପେକ୍ଷା କର । ବାଚଳାମି କରନି । ୪ ବର୍ଷ ଧରି ନ୍ୟାସନାଲ ହେରାଲ୍ଡ ମାମଲା ଚାଲିଛି । ୫ ହଜାର କୋଟି ସମ୍ପତ୍ତି ହାତେଇ ଧରାପଡିଲେ । ସରକାରୀ ଅର୍ଥକୁ ଏଟିଏମ ସଜାଇଥିଲା କଂଗ୍ରେସ ।