27.1 C
Bhubaneswar
Tuesday, December 9, 2025
Homeଓଡିଶାଓଡ଼ିଶାରେ କଂଗ୍ରେସର ସ୍ଥାନ ନାହିଁ: ମନମୋହନ

ଓଡ଼ିଶାରେ କଂଗ୍ରେସର ସ୍ଥାନ ନାହିଁ: ମନମୋହନ

ଭୁବନେଶ୍ୱର: କଂଗ୍ରେସକୁ  ତୀବ୍ର ସମାଲୋଚନା କଲେ  ମନମୋହନ ସାମଲ ।  ଓଡିଶାର କଂଗ୍ରେସର କୌଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି ।  ୧୯ ବର୍ଷ ବିରୋଧୀ ଆସନରେ ଆସିବା ପରେ ବି କ୍ଷମତାକୁ ଆସି ପାରିଲେନି ।  ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ ।  ଭୁବନେଶ୍ୱର ଏମସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ ଏମସ ।  ମିଥ୍ୟା ଉପରେ  କଂଗ୍ରେସ ଦଳ ଆଧାରିତ । ଭ୍ରଷ୍ଟାଚାର , ବ୍ୟଭିଚାର ଯୋଗୁଁ କଂଗ୍ରେସକୁ କେହି ଗ୍ରହଣ କରୁନାହାନ୍ତି ।  ଜଗନ୍ନାଥଙ୍କ ରଥ ତାଙ୍କ ଇଚ୍ଚାରେ ଅଟକେ । ଏମାନଙ୍କ ପାଖରେ କିଛି ମୁଦ୍ଦା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking