18.1 C
Bhubaneswar
Wednesday, February 4, 2026
Homeଓଡିଶାକଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡିଛି: ପ୍ରଭାତୀ

କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡିଛି: ପ୍ରଭାତୀ

ଭୁବନେଶ୍ୱର: କଂଗ୍ରେସର  ଦିଲ୍ଲୀ ପ୍ରେସମିଟକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଟାର୍ଗେଟ କରି    ସରକାର  ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଏକ୍ସରେ ଲେଖିଛନ୍ତି । ଆହୁରି ଲେଖିଛନ୍ତି,   ମୁଖ୍ୟମନ୍ତ୍ରୀ ନିଜେ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି ନିଜେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ଜଣା ନାହିଁ । ସରକାର ଅଭିଯୁକ୍ତ ଉପରେ ନା ନରମ ହେବ  ନା ଖସିଯିବାର ସୁଯୋଗ ଦେବ । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡିବା ବନ୍ଦ କରୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking