21.1 C
Bhubaneswar
Wednesday, December 17, 2025
Homeଓଡିଶାସାମାଜିକ ନ୍ୟାୟ ଡ୍ରାଫ୍‌ଟିଂ କମିଟି ଓ ଚାର୍ଜ ସିଟ ଡ୍ରାଫ୍‌ଟିଂ କମିଟି ଗଠନ କଲା କଂଗ୍ରେସ

ସାମାଜିକ ନ୍ୟାୟ ଡ୍ରାଫ୍‌ଟିଂ କମିଟି ଓ ଚାର୍ଜ ସିଟ ଡ୍ରାଫ୍‌ଟିଂ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସରାଜନୈତିକବ୍ୟାପାରକମିଟିର ଏକ ବୈଠକଓଡ଼ିଶା ପ୍ରଭାରୀଶ୍ରୀ ଅଜୟ କୁମାରଲଲ୍ଲୁଙ୍କ ଅଧ୍ୟକ୍ଷତାରେ କଂଗ୍ରେସଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା।ଏହିବୈଠକରେସାମାଜିକ ନ୍ୟାୟସଂପର୍କରେବିଷଦ ଆଲୋଚନା ହୋଇଥିଲା। ଆଗାମୀ ଦିନରେସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁକଂଗ୍ରେସର ଆଭିମୁଖ୍ୟ ସଂପର୍କରେ ଏକ ଚିଠା ପ୍ରସ୍ତୁତ ପାଇଁ ଏକ ରାଜ୍ୟସ୍ତରୀୟସାମାଜିକନ୍ୟାୟଡ୍ରାପ୍‌ଟିଂକମିଟି ଗଠନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣକରାଯାଇକମିଟି ଗଠନ ନିମନ୍ତେ ପିସିସିସଭାପତିଶ୍ରୀଭକ୍ତ ଚରଣ ଦାସଙ୍କଉପରେ ଦାୟିତ୍ୱନ୍ୟସ୍ତକରାଯାଇଥିଲା।

ସେହିପରିରାଜ୍ୟବିଜେପିସରକାରକ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ଅବହେଳା ସଂପର୍କରେବିଷଦ ଆଲୋଚନା କରାଯାଇ ଏକ “ଚାର୍ଜସିଟିଡ୍ରାଫ୍‌ଟିଂକମିଟି” ଗଠନ ନିମନ୍ତେ ନିଷ୍ପତ୍ତି ଗ୍ରହଣକରାଯାଇକମିଟି ଗଠନ ନିମନ୍ତେ ପିସିସିସଭାପତିଶ୍ରୀ ଦାସଙ୍କଉପରେ ଦାୟିତ୍ୱ ନ୍ୟସ୍ତକରାଯାଇଥିଲା। ସାମାଜିକ ନ୍ୟାୟଡ୍ରାଫ୍‌ଟିଂକମିଟିରେ ପୂର୍ବତନ ପିସିସିସଭାପତିଶ୍ରୀ ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷ ରହିଥିବାବେଳେଶ୍ରୀ ପ୍ରସାଦ ହରିଚନ୍ଦନ ଆବାହକ ଭାବରେରହିଛନ୍ତିଏବଂସଦସ୍ୟଭାବରେସର୍ବଶ୍ରୀଶ୍ରୀକାନ୍ତ ଜେନା, ଜୟଦେବ ଜେନା, ନଗେନ୍ଦ୍ର ପ୍ରଧାନ, ଶରତରାଉତ, ଅମରନାଥ ପ୍ରଧାନ, ମହମ୍ମଦ ମୋକିମ, ସିଏସରାଜନ ଏକ୍କା, ବନ୍ଦିତା ପରିଡ଼ାଏବଂସିପ୍ରାମଲ୍ଲିକସଦସ୍ୟଭାବରେରହିଛନ୍ତି। ସେହିପରି “ଚାର୍ଜସିଟିଡ୍ରାଫ୍‌ଟିଂକମିଟି”ରେଶ୍ରୀ ପ୍ରସାଦହରିଚନ୍ଦନ ଅଧ୍ୟକ୍ଷ ରହିଥିବାବେଳେସଦସ୍ୟଭାବରେସର୍ବଶ୍ରୀଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତାବେହେରା, ଉଦିତ ପ୍ରଧାନ, ରଜନୀମହାନ୍ତିଏବଂଜୟଶ୍ରୀ ପାତ୍ର ପ୍ରମୁଖସଦସ୍ୟଭାବରେରହିଛନ୍ତିବୋଲି ପ୍ରଦେଶ କଂଗ୍ରେସକାର୍ଯ୍ୟାଳୟସୂତ୍ରରୁ ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶକରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking