21.1 C
Bhubaneswar
Monday, December 8, 2025
Homeଓଡିଶାମାସ ଶେଷ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତି ଚୟନ

ମାସ ଶେଷ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତି ଚୟନ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ସୁଦ୍ଧା ସରିବ କଂଗ୍ରେସ ଜିଲ୍ଲା ସଭାପତି ଚୟନ । ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବଣୁଗୋପାଳ ଦେଲେ ସୂଚନା । ସୂଚନା ଦେଇ କହିଛନ୍ତି ଅକ୍ଟୋବର ଶେଷ ସୁଦ୍ଧା ସବୁ ବ୍ଲକ ସଭାପତି ଚୟନ ପ୍ରକ୍ରିୟା ସରିବ । ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking