18.1 C
Bhubaneswar
Wednesday, February 4, 2026
Homeଓଡିଶାପେଶା ଆଇନ ଲାଗୁ ପାଇଁ କଂଗ୍ର୍ରେସର ଦାବି

ପେଶା ଆଇନ ଲାଗୁ ପାଇଁ କଂଗ୍ର୍ରେସର ଦାବି

ଭୁବନେଶ୍ୱର: ରାଜ୍ୟରେ  ପେଶା ଆଇନକୁ କାର୍ଯ୍ୟକାରୀ କରିବାକୁ  ଶୂନ୍ୟକାଳରେ  ଦାବି । ଏନେଇ ଦାବି କରିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କାଡାମ କହିଛନ୍ତି, ଆଦିବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ୧୭ ମାସ ହେଲା ସରକାରକୁ ଆସିଲେଣି , ପେସା ଆଇନକୁ ଲାଗୁ କଲେନି । ଆଦିବାସୀଙ୍କୁ ଜଳ, ଜଙ୍ଗଲ ଓ ମାଟିର ଅଧିକାର ଦିଆଯାଉ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking