14.1 C
Bhubaneswar
Saturday, December 6, 2025
Homeଓଡିଶା୩୨ ଟି ସାଂଗଠନିକ ଅନ୍ତରୀଣ ଜିଲ୍ଲା ସଭାପତି ନିଯୁକ୍ତ କଲେ କଂଗ୍ରେସ

୩୨ ଟି ସାଂଗଠନିକ ଅନ୍ତରୀଣ ଜିଲ୍ଲା ସଭାପତି ନିଯୁକ୍ତ କଲେ କଂଗ୍ରେସ

ଭୁବନେଶ୍ୱର: ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ୩୫ ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୩୨ ଟି ଜିଲ୍ଲାର ଅନ୍ତରୀଣ ବା ମଧ୍ୟବର୍ତ୍ତୀ କାଳୀନ ଜିଲ୍ଲା ସଭାପତି ନିଯୁକ୍ତ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ବାକି ୩ ଜିଲ୍ଲାର ଷ୍ଟିଆରିଂ କମିଟି ବୁଝିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ ପାଇଛି।
ନିମ୍ନ ରେ ଜିଲ୍ଲା ଓ ଜିଲ୍ଲା ସଭାପତିଙ୍କ ଘୋଷଣା କରାଯାଇଛି।
ଅନୁଗୁଳ – ଇଂ ଅମ୍ବିକା ପ୍ରସାଦ ଭଟ୍ଟ
ବାଲେଶ୍ଵର – ସଞ୍ଜୀବ ଗିରି
ବରଗଡ଼ – ହରଦୀପ ସିଂହ
ଭଦ୍ରକ – ଅସିତ୍ ପଟ୍ଟନାୟକ
ଭୁବନେଶ୍ୱର – ବିଶ୍ୱଜିତ୍ ଦାଶ
ବୌଦ୍ଧ – ନବ କୁମାର ମିଶ୍ର
କଟକ ସହର – ସୋଫିଆ ଫିର୍ଦୋଷ
କଟକ ଜିଲ୍ଲା – ପ୍ରଦୀପ୍ତ କୁମାର ଦାସ
ଦେବଗଡ଼ – ସେମ୍ ହେମ୍ବ୍ରମ
ଢେଙ୍କାନାଳ – ଛବିରାଜ୍ ବିଶ୍ଵାଳ
ଗଜପତି – ଦାଶରଥି ଗମାଙ୍ଗୋ
ଗଞ୍ଜାମ( ପୂର୍ବ) – ଦେବକାନ୍ତ ଶର୍ମା
ଜଗତସିଂହପୁର – ନଟବର ବାରିକ
ଯାଜପୁର – ମନୋଜ ରାଉତ
ଝାରସୁଗୁଡ଼ା – ଜୀବନ ସାର୍ଥକ ଦାଶ
କଳାହାଣ୍ଡି – ଜଳନ୍ଧର ନାୟକ
କନ୍ଧମାଳ – ଚନ୍ଦ୍ର ପରିଡା
କେନ୍ଦ୍ରାପଡ଼ା – ପ୍ରଫୁଲ୍ଲ ଦାଶ
କେନ୍ଦୁଝର – ସଙ୍ଗୀତା ସିଂହ
ଖୋର୍ଦ୍ଧା – ରାଜୀବ ପଟ୍ଟନାୟକ
କୋରାପୁଟ – ଶଶିଭୂଷଣ ପାତ୍ର
ମାଲକାନଗିରି – ଜି ଶ୍ରୀନିବାସ ରାଓ
ମୟୂରଭଞ୍ଜ(ପୂର୍ବ) – ଅରବିନ୍ଦ ଦାଶ
ମୟୂରଭଞ୍ଜ (ପଶ୍ଚିମ) – ଭୁବନ ବିହାରୀ ସାହୁ
ନୟାଗଡ଼ – ସତ୍ୟବ୍ରତ ନାୟକ
ନୂଆପଡ଼ା – ଘାସିରାମ ମାଝୀ
ପୁରୀ – ରାଜେଶ ମିଶ୍ର
ରାୟଗଡ଼ା – ଦୁର୍ଗା ପ୍ରସାଦ ପଣ୍ଡା
ରାଉରକେଲା – ଜ୍ଞାନେନ୍ଦ୍ର ଦାସ
ସମ୍ବଲପୁର – ଦୁର୍ଗା ପାଢ଼ୀ
ସୁବର୍ଣ୍ଣପୁର – ବିନୋଦ ପାତ୍ର
ସୁନ୍ଦରଗଡ଼ – ନିର୍ମଳ ନାୟକ
ସେହିପରି ଅବଶିଷ୍ଟ ୩ ଟି ସାଂଗଠାନିକ ଜିଲ୍ଲା ବଲାଙ୍ଗୀର,ଗଞ୍ଜାମ( ପଶ୍ଚିମ) ଓ ନବରଙ୍ଗପୁର ଷ୍ଟିଆରିଂ କମିଟି ବୁଝିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking