21.1 C
Bhubaneswar
Wednesday, January 14, 2026
Homeଓଡିଶାଡକ୍ଟର ପିସି ସାହୁଙ୍କ ଦ୍ବାଦଶାହ କାର୍ଯ୍ୟରେ ଶୌଣ୍ଢିକ ସମାଜ ତରଫରୁ ଶୋକସଭା

ଡକ୍ଟର ପିସି ସାହୁଙ୍କ ଦ୍ବାଦଶାହ କାର୍ଯ୍ୟରେ ଶୌଣ୍ଢିକ ସମାଜ ତରଫରୁ ଶୋକସଭା

ବ୍ରହ୍ମପୁର: ଆଜି ରବିବାର ହିଲ୍ ପାଟଣା ସ୍ଥିତ ସତ୍ୟଭାମା କଲ୍ୟାଣ ମଣ୍ଡପ ଠାରେ ସ୍ବର୍ଗତ ଡକ୍ଟର ପିସି ସାହୁଙ୍କ ଦ୍ବାଦଶାହ କାର୍ଯ୍ୟ ଅବସରରେ ବ୍ରହ୍ମପୁର ମହାନଗର ଶୌଣ୍ଢିକ ସମାଜ ତରଫରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା

ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ସାହୁ, ମହାନଗର ସଭାପତି ଶ୍ରୀ କୁନା ସାହୁ, ଡଃ ପିସି ସାହୁଙ୍କ ପରିବାର ବହୁ କର୍ମକର୍ତ୍ତା ବନ୍ଧୁ ବାନ୍ଧବ ଡଃ ସାହୁଙ୍କ ଯସ ଗାନ କରିଥିଲେ ଏବଂ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଉକ୍ତ ଶୋକ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ସାହୁ,ଦୁଇ ପୁଅ ଲଲାଟେନ୍ଦୁ ସାହୁ,ବିଭୁଦେବ ସାହୁ, ଝିଅଙ୍କ ସମେତ ନବୀନ ପତ୍ରିକାରେ ସମ୍ପାଦକ ରବିରଥ ତାଙ୍କ ବିଷୟରେ ଗୁଣଗାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଯତିନ୍ଦ୍ର ନାଥ ସାହୁ, ପ୍ରଭାକର ସାହୁ, ଦେବରାଜ ସାହୁ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ରାମେଶ୍ବର ବିଷୋୟୀ, ସୁଶାନ୍ତ କୁମାର ସାହୁ,ଶୌମିକ ସାହୁ, ଗଣପତି ସାହୁ, ପୂର୍ଣଚନ୍ଦ୍ର ସାହୁ, ଅଶୋକ କୁମାର ସହୁ, ପ୍ରଭାତ ସାହୁ, ସୁନନ୍ଦା ଚୌଧୁରୀ, ସବିତା ସାହୁକାର, ଦମୟନ୍ତୀ ସାହୁ,ଶ ହରପ୍ରିୟା ସାହୁ, ଧନଲକ୍ଷ୍ମୀ ସାହୁ, ଶ୍ମିତାଶ୍ରୀ ସାହୁ, ସୁଧିର କାନ୍ତ ସାହୁ, ନିଳାଞ୍ଚଳ ସାହୁ, ସନ୍ତୋଷ କୁମାର ସାହୁ, ବାସୁଦେବ ସାହୁକାର,ଶଙ୍କର୍ଷଣ ସାହୁ, ରବି କୁମାର ବେହେରା, ଲିଙ୍ଗରାଜ ସାହୁ, କିଶୋର କାପୁରଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ ଏହା ସହ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର, ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଶ୍ରୀ ସୁବାଷ ଚନ୍ଦ୍ର ମହାରଣା, ପ୍ରମୋଦ ମହାରଣା, ସୁରେଶ ଚନ୍ଦ୍ର ତ୍ରିପାଠୀ, ତଥା ଗଞ୍ଜାମ ବିଜୁ ପଟ୍ଟନାୟକ ସିନିଅର ସିଟିଜେନ୍ସ ଫୋରମ୍, ମହାନ୍ ସଂଘ, ଏବଂ ଅର୍ଜୁନ ହସ କ୍ଲବ, ଡକ୍ଟର୍ସ ଫୋରମ୍ ର ଡଃ ଶଙ୍କର୍ଷଣ ପାତ୍ର, ଡଃ ସମରେନ୍ଦ୍ର କୁମାର ସାହୁ ,ସୁଶାନ୍ତ କୁମାର ସାବତ,ପୂର୍ଣଚନ୍ଦ୍ର ମହାରଣା, ଗୌରୀ ଶଙ୍କର ମିଶ୍ରଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking