23.1 C
Bhubaneswar
Sunday, February 8, 2026
Homeଓଡିଶାପାଣି ଛାଡିଲେ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ପାଣି ଛାଡିଲେ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଲେ ବ୍ରାହ୍ମଣୀ ସତର୍କ ସଙ୍କେତ ଉପରେ ଏବଂ ଆଖୁଆପଦାରେ ବୈତରଣୀ ସ୍ଥିର ଅଛି । ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଙ୍କେତ ଉପରେ ଅଛି । ଯାଜପୁର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି । ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୃତାହତ ଖବର ନାହିଁ । ବେଶି ସମୟ ପାଣିରେ ରୁହନ୍ତୁ ନାହିଁ, ସାପ ବିପଦ ଅଛି । ଆଶ୍ରସ୍ତଳୀକୁ ଆସନ୍ତୁ, ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି, ପାଣି ଛାଡି ଛାଡୁ କ୍ଷତିପୂରଣ ମିଳିଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking