20.1 C
Bhubaneswar
Thursday, January 15, 2026
Homeଓଡିଶାଫସଲହାନୀର ତଦନ୍ତ ପରେ କ୍ଷତିପୂରଣ: ମନ୍ତ୍ରୀ

ଫସଲହାନୀର ତଦନ୍ତ ପରେ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ୱର: ଫସଲହାନୀର କ୍ଷତିପୂରଣ ନେଇ ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସବୁ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି । ଫସଲହାନୀର ତଦନ୍ତ ପରେ କ୍ଷତିପୂରଣ ମିଳିବ । କମିଟି ଯାଇ ଫସଲହାନୀର ତଦନ୍ତ କରିବ । ବୀମା କମ୍ପାନୀ ଉପରେ କଡା ନଜର ରହିଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ସେହିପରି ଗତକାଲି ଠୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ବର୍ଷା ପାଇଁ ସମସ୍ତ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସମସ୍ତ ଚାଷୀଙ୍କର ଧାନ ବିଲରେ ପାଣି ପଶି ନଷ୍ଟ ହୋଇଯାଇଥିବା ବେଳେ , ଅନ୍ୟାନ୍ୟ ଚାଷୀ ମାନେ ମଧ୍ୟ ଚିନ୍ତାରେ ରହିଛନ୍ତି । ଏ ନେଇ ସରକାର ମଧ୍ୟ ଚାଷୀମାନଙ୍କୁ ଚିନ୍ତା ନ କରି ଧାର୍ଯ୍ୟ ରହିବାକୁ କହିଥିବା ବେଳେ , କ୍ଷତିପୂରଣ ଦେବା ପାଇଁ ମଧ୍ୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking