22.1 C
Bhubaneswar
Saturday, March 22, 2025
Homeଓଡିଶାଗୋଷ୍ଠୀ ସଂଘର୍ଷ : ୩ଜଣଙ୍କ ମୃତ୍ୟୁ

ଗୋଷ୍ଠୀ ସଂଘର୍ଷ : ୩ଜଣଙ୍କ ମୃତ୍ୟୁ

ଗଞ୍ଜାମ: ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ । ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ପୁଲିସ ଛାଉଁଣି ।  ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ଗଞ୍ଜାମର ବଡ଼ଗଡ଼ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି । ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର  ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking