33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶକମର୍ସିଆଲ ଏଲପିଜି ଆବଣ୍ଟନ ବୃଦ୍ଧି ନିର୍ଦ୍ଦେଶ

କମର୍ସିଆଲ ଏଲପିଜି ଆବଣ୍ଟନ ବୃଦ୍ଧି ନିର୍ଦ୍ଦେଶ

ନୂଆଦିଲ୍ଲୀ: କମର୍ସିଆଲ ଏଲପିଜି ଆବଣ୍ଟନ ବୃଦ୍ଧି ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସଚିବ ଚିଠି ଲେଖିଛନ୍ତି । ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ ଏଲପିଜି ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ୭୦ ପ୍ରତିଶତ ପର୍ଯ୍ୟନ୍ତ କମର୍ସିଆଲ ଏଲପିଜି ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇସ୍ପାତ, ଅଟୋମୋବାଇଲ, ବୟନ, ରାସାୟନିକ ପ୍ଲାଷ୍ଟିକ କ୍ଷେତ୍ରକୁ ଗୁରୁତ୍ୱ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking