31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶକମର୍ସିଆଲ ଗ୍ୟାସ ଯୋଗାଣ ୨୦% ବୃଦ୍ଧି

କମର୍ସିଆଲ ଗ୍ୟାସ ଯୋଗାଣ ୨୦% ବୃଦ୍ଧି

ନୂଆଦିଲ୍ଲୀ: ରାଜ୍ୟଗୁଡିକୁ ଏଲପିଜି ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା ୨୩ରୁ ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ ଏଲପିଜି । ଏନେଇ ସବୁ ରାଜ୍ୟକୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଚିଠି ଦିଆଯାଇଛି । ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଇଣ୍ଡଷ୍ଟ୍ରିଆଲ କ୍ୟାଣ୍ଟିନକୁ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ, କମ୍ୟୁନିଟି କିଚେନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking