37.8 C
Bhubaneswar
Monday, May 12, 2025
Homeଓଡିଶାକ୍ଷମା ମାଗିଲେ ହାସ୍ୟାଭିନେତା ଦୟା

କ୍ଷମା ମାଗିଲେ ହାସ୍ୟାଭିନେତା ଦୟା

ଭୁବନେଶ୍ୱର: ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗରେ କ୍ଷମା ମାଗିଲେ ହାସ୍ୟାଭିନେତା ଦୟା  ା କହିଲେ ପିଲା ବୋଲି ଭାବି କ୍ଷମା କରିଦେବେ ।  ସାରମାନେ ରାଗିକି କହିଛନ୍ତି । ମୁଁ ମୋ ପାଇଁ କହି ନଥିଲି , ସବୁ ହାସ୍ୟାଭିନେତାଙ୍କ ପାଇଁ  କହିଥିଲି । ଯଦି ଆମକୁ ଗୌଣ କରାଯିବ , ଆମେ ବଞ୍ଚିବୁ କିପରି କହିଥିଲି । ସାରମାନଙ୍କୁ ଆକ୍ଷେପ କରିବା ପାିଁ କହି ନଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking