16.1 C
Bhubaneswar
Saturday, December 20, 2025
Homeଓଡିଶାଠିକ ସମୟରେ ଅଫିସ ଆସ : ଭଦ୍ରକ ଜିଲ୍ଲାପାଳ    

ଠିକ ସମୟରେ ଅଫିସ ଆସ : ଭଦ୍ରକ ଜିଲ୍ଲାପାଳ    

ଭଦ୍ରକ : ସରକାରୀ  କର୍ମଚାରୀଙ୍କୁ  ଭଦ୍ରକ ଜିଲ୍ଲାପାଳ କଡା ଡେତାବନୀ ଦେଇଛନ୍ତି । କର୍ମଚାରୀ ଠିକ୍ ସମୟରେ ଅଫିସ ନ ଆସିଲେ ହେବ କଡ଼ା କାର‌୍ୟ୍ୟାନୁଷ୍ଠାନ । ଠିକ୍ ସମୟରେ କାର‌୍ୟ୍ୟାଳୟକୁ ଆସିବାକୁ ଚେତାଇଲେ ଜିଲ୍ଲାପାଳ । ନୋଟିସ୍ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କଲେ । ଅଭ୍ୟାସଗତ ବିଳମ୍ବରେ ଉପସ୍ଥିତି ଛାଡ଼ିବାକୁ କହିଛନ୍ତି । ସକାଳ ୧୦ଟା କିମ୍ବା ତା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀ ଠିକ୍ ସମୟରେ ଅଫିସ ନ ଆସିଲେ ହେବ କଡ଼ା କାର‌୍ୟ୍ୟାନୁଷ୍ଠାନ । ଠିକ୍ ସମୟରେ କାର‌୍ୟ୍ୟାଳୟକୁ ଆସିବାକୁ ଚେତାଇଲେ ଜିଲ୍ଲାପାଳ । ନୋଟିସ୍ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କଲେ । ଅଭ୍ୟାସଗତ ବିଳମ୍ବରେ ଉପସ୍ଥିତି ଛାଡ଼ିବାକୁ କହିଛନ୍ତି । ସକାଳ ୧୦ଟା କିମ୍ବା ତା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking