16.1 C
Bhubaneswar
Tuesday, December 9, 2025
Homeଓଡିଶାକଲେଜ ଛାତ୍ରୀଙ୍କୁ ହାଣିଦେଲେ

କଲେଜ ଛାତ୍ରୀଙ୍କୁ ହାଣିଦେଲେ

ମାହାଙ୍ଗା: କଲେଜ ଛାତ୍ରୀଙ୍କ ହାତକୁ ହାଣିଦେଲେ ଦୁର୍ବୃତ୍ତ । କୁହୁଣ୍ଡା ଗ୍ରାମ ବିରୂପା ପୋଲ ନିକଟରେ ହାଣିଦେଲେ । ହାତକୁ ହାଣି ମୋବାଇଲ୍ ଛଡାଇନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଛାତ୍ରୀଙ୍କ ବ୍ୟାଗ୍ ଓ ମାବାଇଲ୍ ଛଡାଇ ନେବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଛାତ୍ରୀ ଜଣକ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ଏବଂ ସ୍ଥାନ ଛାଡି ପଳାଇ ଯାଇଥିଲେ । ମାହାଙ୍ଗା ଥାନା କୁମୁଡା ହାଟ ନଦୀବନ୍ଧ ରାସ୍ତାରେ ସାମ୍ନା ସାମ୍ନି ହୋଇ ରକ୍ତାକ୍ତ ହୋଇଛନ୍ତି ଛାତ୍ରୀ । ଆକ୍ରମଣରେ ଜେଏନ୍ କଲେଜ ଛାତ୍ରୀ ଶୁଭସ୍ମିତା ସାହୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking