29.1 C
Bhubaneswar
Friday, July 4, 2025
Homeଓଡିଶାଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ: ମନ୍ତ୍ରୀ

ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ: ମନ୍ତ୍ରୀ

ଭୁବନେଶ୍ୱର: କଲେଜ ନିର୍ବାଚନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ଦୂର ହୋଇଛି । ଦଶହରା ପୂର୍ବରୁ ସରିବ  କଲେଜ ନିର୍ବାଚନ । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୂରଜ ସୂଚନା ଦେଇଛନ୍ତି । ସଠିକ ସମୟ ସବୁ ଶେଷ କରିବାକୁ ପ୍ରକ୍ରିୟା ତ୍ୱରିତ କରିବାକୁ ହେବ । କିଛି ବର୍ଷ କଲେଜ ଇଲେକ୍ସନ ବନ୍ଦ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking