ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା । ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଜିଲ୍ଲାପାଳ ନିକଟରେ ସୁରକ୍ଷା ପାଇଁ କଲେ ନିବେଦନ । ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ କହିଲେ ଦିଲ୍ଲୀପ ଘୋଷ । କାଲିଠୁ ମୁଁ ଜିଲ୍ଲାପାଳ ଅଫିସରେ ରିପୋର୍ଟ କରିବି । ବଡ ଘଟଣା, କାହାରି ମନରେ କଣ ଥିବ, ବିପଦ ଅଛି । ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସୁରକ୍ଷା ମାଗିଛି ।









