ଭୁବନେଶ୍ୱର: ଭୁବନେଶ୍ୱରରେ ସହଜ ହେବ ହୋଲ୍ଡିଂ ଟ୍ୟାକ୍ସ ଆଦାୟ । ୬ ମାସ ନୁହେଁ ଏଣିକି ୩ ମାସରେ ଆଦାୟ ହେବ । ଲୋକଙ୍କୁ ସହଜ ଦେୟ ସରିବା ପାଇଁ ବିଏମସିର ଚିନ୍ତା । ପ୍ରତି ୩ ମାସରେ ଡିଫଲ୍ଡର ଲିଷ୍ଟ ବାହାର କରିବ ବିଏମସି । ୨୫୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଟାର୍ଗେଟ ରହିଛି । ଏନେଇ ସୂଚନା ଦେଲେ ମେୟର ସୁଲୋଚନା ଦାସ ।