17.1 C
Bhubaneswar
Wednesday, December 10, 2025
Homeଓଡିଶାଶୀତଳ ଭଣ୍ଡାର :  ରାଜ୍ୟ ସରକାର ଆଣିଲେ ନୂଆ ପଲିସି

ଶୀତଳ ଭଣ୍ଡାର :  ରାଜ୍ୟ ସରକାର ଆଣିଲେ ନୂଆ ପଲିସି

ଭୁବନେଶ୍ୱର : ଶୀତଳ ଭଣ୍ଡାର ପାଇଁ  ସରକାରଙ୍କ  ନୂଆ ପଲିସି । ରାଜ୍ୟ ସରକାର ଆଣିଲେ ଶୀତଳ ଭଣ୍ଡାର ପାଇଁ ନୂଆ ପଲିସି । ଉତ୍କର୍ଷ ଓଡିଶା କାଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କଲେ  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ । ଏଥିରେ ରବି ନାୟକ ଓ ଗୋକୁଳା ନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking