ସୁନ୍ଦରଗଡ: ତେଲେନଡିହି ରିଜର୍ଭ ଫରେଷ୍ଟରେ ଚୋରାଖଣି । ଜୁନିୟର ମାଇନିଂ ଅଫିସର ଦେଲେ ଏତଲା । ଚୋରାଖଣିରୁ ହେଉଥିଲା କୋଇଲା ପରିବହନ । ଖଣି କେଳେଙ୍କାରୀରେ ସାମିଲ ମାଫିଆଙ୍କୁ ଧରିବାକୁ ବିଭାଗର ଅନୁରୋଧ । ମାମଲା ତୁଜୁ କରି ହେମଗିରି ପୋଲିସର ତଦନ୍ତ ଜାରି । ସୁନ୍ଦରଗଡ ଖଣିଚୋରି ଘଟଣା ନେଇ ଥାନାରେ ମାମଲା ରୁଜୁ । ହେମଗିରି ଥାନାରେ ଅଭିଯୋଗ କଲା ମାଇନିଂ ବିଭାଗ । ମାଇନିଂ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ।