30.1 C
Bhubaneswar
Tuesday, February 3, 2026
Homeଓଡିଶାଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ପାଇଁ ସିଏମ୍‌ଙ୍କ ନିର୍ଦ୍ଦେଶ

ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ପାଇଁ ସିଏମ୍‌ଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ‘ଆମ ବସ୍‌’ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ । ଉଦ୍‌ବେଗ ପ୍ରକାଶ କରିବା ସହ ଆମ୍ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱାରୋପ କରିଛନ୍ତି । ଡ୍ରାଇଭରମାନଙ୍କୁ ନିୟମିତ ଟ୍ରେନିଂ ଦେବାକୁ ଦେଲେ ନିର୍ଦ୍ଦେଶ । ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି । ଏମଭିଆଇମାନଙ୍କ ଦ୍ୱାରା ଆମ ବସ୍‌ଗୁଡିକର ଫିଟନେସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ଏପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନଘଟିବ ତାହାର ସମୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking