19.1 C
Bhubaneswar
Saturday, February 7, 2026
Homeଓଡିଶାସିଏମ୍ ଗ୍ରୀଭାନ୍ସ ସେଲ୍ ଖପ୍ପା: ଅଧିକାରୀଙ୍କ ଦରମା ବନ୍ଦ

ସିଏମ୍ ଗ୍ରୀଭାନ୍ସ ସେଲ୍ ଖପ୍ପା: ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ୱର: କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା । ଅଭିଯୋଗ ଶୁଣାଣିକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍ । ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ ଥିବାରୁ ଖପ୍ପା ହେଲେ ସିଏମ୍ ଗ୍ରୀଭାନ୍ସ ସେଲ୍ । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନି । ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking