31.1 C
Bhubaneswar
Friday, February 6, 2026
Homeଓଡିଶାଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଗଣ ଦୁଷ୍କର୍ମ ପରେ ବିଷ ଦେଇ ମାରିଦେଲେ ଦୁର୍ବୃତ୍ତ । ଗତକାଲି ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ନାବାଳିକା । ବିଶ୍ରା ତାନା ବାଗଡେଗା ଜଙ୍ଗଲରୁ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ କରିଛନ୍ତି ପରିବାର । ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ମୃତଦେହ ରଖାଯାଇଛି । ମୃତଦେହ ନିକଟରୁ ବିଷ ବୋତଲ ଜବତ ହୋଇଛି । ନାବାଳିକାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking