25.1 C
Bhubaneswar
Tuesday, February 17, 2026
Homeଓଡିଶାମନ୍ଦିରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ମନ୍ଦିରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପୁରୀ: ସାଂଘାତିକ ହେଲା ଦୁଇ ଗାଁ ମଧ୍ୟରେ ବିବାଦ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ତେନ୍ତୁଳିଆ ଓ ବଗୁଲାପାରି ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ । ନାରାୟଣୀ ଠାକୁରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଗୋଷ୍ଠୀ ସଙ୍ଘର୍ଷର ରୂପ ନେଇଛି । ୨୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଗୋଷ୍ଠୀ ସଂଘର୍ଷର ଶେଷରେ ଉଗ୍ର ରୂପ ନେଇଥିଲା । ଯେଉଁଥିରେ ଉତକ୍ଷିପ୍ତ ଦୁବୃର୍ତ୍ତ ଶେଷରେ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହନୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking