31.1 C
Bhubaneswar
Wednesday, March 18, 2026
Homeଓଡିଶାଭୁବନେଶ୍ୱରଗୁରୁତର ତ୍ରୁଟି: ବାବୁ ସିଂ

ଗୁରୁତର ତ୍ରୁଟି: ବାବୁ ସିଂ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ମଧ୍ୟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ବିବାଦ ପ୍ରସଙ୍ଗ । ଏହା ଗୁରୁତର ତ୍ରୁଟି କହିଲେ ଭୁବନେଶ୍ୱର । ଏକାମ୍ର ବିଧାୟକ ବାବୁ ସିଂ । ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି କାର୍ଯ୍ୟାନୁଷ୍ଠାନ ହେଉ । ଭାବାବେଗରେ କଥା , ପ୍ରଭୁଙ୍କ କଥା , କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯିବା ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ରହିଥିଲେ । ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା , ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଏବେ ଜୋର ଧରିଥିଲା ଆଜି ସେହି ପରିପେକ୍ଷୀରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଏହା ବଡ ଗୁରୁତର ତ୍ରୁଟି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking