30.1 C
Bhubaneswar
Saturday, July 26, 2025
Homeଓଡିଶାଭିଜିଲାନ୍ସ ଜାଲରେ ପୂର୍ତ୍ତ ଯନ୍ତ୍ରୀ ଦିଲେଶ୍ୱର ମାଝୀ

ଭିଜିଲାନ୍ସ ଜାଲରେ ପୂର୍ତ୍ତ ଯନ୍ତ୍ରୀ ଦିଲେଶ୍ୱର ମାଝୀ

ବଲାଙ୍ଗୀର: ପୂର୍ତ୍ତ ବିଭାଗ ସସହକାରୀ କାଯ୍ୟ ନିର୍ୱାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି  ା ରେଡ ବେଳେ ମିଳିଲା ପୁଳା ପୁଳା ସୁନା ଓ ଟଙ୍କା । ଟିଟିଲାଗଡ ଆରଏଣ୍ଡଡି  ସବଡିଭିଜନର ଅତିରିକ୍ତ  କାଯ୍ୟ ନିର୍ୱାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଟିଟିଲାଗଡ ଅଫିସ ଏବଂ  ପୈତୃକ ଘର ଝାରସୁଗୁଡା  ବ୍ରଜରାଜନଗର  ସମେତ ୬ଟି ସ୍ଥାନରେ  ରେଡ ଚାଲିଛି । ସମ୍ବଲପୁର ଘରୁ ନଗଦ ୬ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି ।  ରେଡ ବେଳେ ସୁନା ଗହଣା ମଧ୍ୟ ମିଳିଥିବା ଭିଜିଲାନ୍ସକୁ  ସୂଚନା ମିଳିଛି । ବ୍ୟାଙ୍କ ଆକାଉଣ୍ଟ ଘର ଜମିବାଡି କାଗଜ ପତ୍ର ଜବତ ହୋଇଛି । ସମ୍ବଲପୁର ଏବଂ ଝାରସୁଗୁଡାରେ  ଦୁଇ ତାଲା କୋଠା ଠାବ ହୋଇଛି । ଏହା ସହ ଝାରସୁଗୁଡା ବ୍ରଜରାଜ ନଗର ରେ ରହିଛି ମାର୍କେଟ କମ୍ପେ୍ଲକ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ରେଡ ଚାଲିଛି । ବରଗଡ , ବଲାଙ୍ଗୀର , ସୋନପୁର ଏବଂ  ସମ୍ବଲପୁର ଜିଲ୍ଲାରେ ମଧ୍ୟ ଭିଜିଲାନ୍ସ  ଟିମ ରେଡ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking