25.1 C
Bhubaneswar
Monday, December 8, 2025
Homeଓଡିଶାସିନେମା ହଲ ସିଲ

ସିନେମା ହଲ ସିଲ

ବଲାଙ୍ଗୀର : ପାଟଣାଗଡରେ ସିନେମା ହଲ ସିଲ ହୋଇଛି ।   ଲାଇସେନ୍ସ ନବୀକରଣ ହୋଇନଥିବାରୁ  ସିନେମା ହଲ ସିଲ ହୋଇଛି । ସିଲ ହୋଇଛି  ଆଲିସାନ ସିନେମା ହଲ । ପାଟଣାଗଡ ପ୍ରଶାସନ ସିନେମା ହଲ ସିଲ କରିଛି । ଲାଇସେନ୍ସ ନଥିବାରୁ  ବନ୍ଦ କଲା ପ୍ରଶାସନ । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ ହେଲା ସିନେମା ହଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking