29.1 C
Bhubaneswar
Friday, June 27, 2025
Homeଓଡିଶାଯାଜପୁରରେ କଲେରା ଆତଙ୍କ

ଯାଜପୁରରେ କଲେରା ଆତଙ୍କ

ଯାଜପୁର: ଯାଜପୁର ଜିଲ୍ଲାରେ କଲେରା କେସ୍ ଚିହ୍ନଟ ଯୋଗୁଁ  ସ୍ବାସ୍ଥ୍ୟ ପରାମର୍ଶ ଜାରି କରିଛି  ଜିଲ୍ଲା ପ୍ରଶାସନ।  ସମସ୍ତଙ୍କୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ପରାମର୍ଶ ଦିଆଯାଇଅଛି। ରଜପର୍ବ ପାଳନ ପାଇଁ ସାମୁହିକ ସମାବେଶ ସମୟରେ ଭୋଜି  ଫିଷ୍ଟର ଆୟୋଜନ ନ କରିବାକୁ ପ୍ରଶାସନ ତରଫରୁ ଜରୁରୀ ପରାମର୍ଶ ଦିଆଯାଇଛି । ସର୍ବଦା ଘରେ ରନ୍ଧା ଯାଇଥିବା ଗରମ ଖାଦ୍ୟ ଖାଇବା ନଚେତ ନିକଟସ୍ଥ ସାସ୍ଥ୍ୟ କେନ୍ଦ୍ରରୁ ସାସ୍ଥ୍ୟ ସହାୟତା ନେବାକୁ ଯାଜପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ  ଦିଆଯାଇଅଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking