20.1 C
Bhubaneswar
Monday, February 9, 2026
Homeଓଡିଶାଚିଟଫଣ୍ଡ କାଗଜ ମିଳୁନି: ମନମୋହନ

ଚିଟଫଣ୍ଡ କାଗଜ ମିଳୁନି: ମନମୋହନ

ଭୁବନେଶ୍ୱର: ଚିଟଫଣ୍ଡ କାଗଜପତ୍ର ମିଳୁନି କହିଲେ ମନମୋହନ ସାମଲ । ସଂକଳ୍ପ ପତ୍ର ଅନୁଯାଇ ଚିଟଫଣ୍ଡ ଟଙ୍କା ଫେରାଇବୁ । ପୂର୍ୱ ସରକାରର ସବୁ କଥା ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି  ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking