25.1 C
Bhubaneswar
Monday, December 8, 2025
Homeଓଡିଶାଚିନ୍ମୟ- ଯୁବ, ଈପ୍‌ସିତା-ଛାତ୍ର ବିଜେଡି ସଭାପତି

ଚିନ୍ମୟ- ଯୁବ, ଈପ୍‌ସିତା-ଛାତ୍ର ବିଜେଡି ସଭାପତି

ଭୁବନେଶ୍ୱର: ବିଜେଡିରେ ଛାତ୍ର ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳର ସଭାପତି ନିଯୁକ୍ତ ହେଲେ । ଇପ୍‌ସିତା ସାହୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ନିଯୁକ୍ତ ହୋଇଛନ୍ତି । ବିଜେଡିର ୪ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଏବଂ ୪ ନେତାଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ମିଳିଲା । ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

୪ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ

୧. ଶ୍ରୀ ଦେବେଶ ଆଚାର୍ଯ୍ୟ – ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର)

୨. ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ – ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର)

୩. ଶ୍ରୀ ସୁଭାସିସ ଖୁଣ୍ଟିଆ – ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର)

୪. ଶ୍ରୀ ସୌଭିକ ବିଶ୍ୱାଲ – ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର)

୪ ନେତାଙ୍କୁ ଯୁବ ବ୍ୟାପାର ଦାୟିତ୍ୱ

୧. ଶ୍ରୀ ବ୍ୟୋମାକେଶ ରାୟ- ବରିଷ୍ଠ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)

୨. ଶ୍ରୀ ରାଜେନ୍ଦ୍ର କୁମାର ସାହୁ- ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)

୩. ଶ୍ରୀ ଅମରେଶ ପତ୍ରୀ- ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)

୪. ଶ୍ରୀ ସଞ୍ଜିତ ମହାନ୍ତି- ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking