26.1 C
Bhubaneswar
Wednesday, February 4, 2026
Homeଓଡିଶାଶିଶୁ ଉଦ୍ୟାନ ପୋଖରୀରେ ବୁଡି ମୃତ

ଶିଶୁ ଉଦ୍ୟାନ ପୋଖରୀରେ ବୁଡି ମୃତ

କୁଚିଣ୍ଡା: କୁଚିଣ୍ଡାରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । କୁଚିଣ୍ଡା ଏନ୍‌ଏସିର ଶିଶୁ ଉଦ୍ୟାନ ପୋଖରୀରେ ବୁଡି ନାବାଳକ ମୃତ୍ୟୁବରଣ କରିଛି । ମୃତ ଶିଶୁଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଖେଳୁଥିବା ବେଳେ ଅସାବଧାନତାରୁ ଗୋଡ ଖସି ପୋଖରୀରେ ବୁଡିଯାଇଥିବା ନେଇ ସୂଚନା ମିଳିଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ । ତେବେ ଏହି ଅଘଟଣ ପାଇଁ ଦାୟୀ କିଏ ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking