19.1 C
Bhubaneswar
Monday, December 8, 2025
Homeଓଡିଶାବିଡିଓ, ସିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ବିଡିଓ, ସିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ବିଡିଓ, ସିଡିଓଙ୍କୁ ମୁଖ୍ୟମନ୍ତ୍ରୀ  ତାଗିଦ କରିଛନ୍ତି । ଜନପ୍ରତିନିଧି ଙ୍କ କଥା ଶୁଣୁନଥିବାରୁ ତାଗିଦ କଲେ । ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉନାହାନ୍ତି । ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି । ମୋ ପାଖରେ ସବୁ ରେକର୍ଡ ଅଛି ।  ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡିବ ।  ମୋ ସରଳତା ମୋ ଦୁର୍ୱଳତା ନୁହେଁ  କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ମନରେଗାରେ ଦୁର୍ନୀତି ହେଉଛି କହିଲେ ମୁଖ୍ୟମନ୍ତ୍ରୀ  ।  ମେସିନରେ ବନ୍ଦ କରି ଶ୍ରମିକ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking