19.1 C
Bhubaneswar
Friday, December 12, 2025
Homeଓଡିଶାକଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ  ଟାର୍ଗେଟ କରିଛନ୍ତି । କହିଛନ୍ତି, ବୁଡି ଯାଉଥିବା ଦଳ କିଛି  ତ କରିବେ । କିଛି ନକଲେ ସାମ୍ନାକୁ ଆସିବେ କେମିତି । ଯିଏ ଅପରାଧ କରୁଛି , ସିଏ ଜେଲ ଯିବ । ବିଧାନସଭାରେ ଆଲୋଚନା କରନ୍ତୁ । ଆମେ ବିଧାନସଭା ବନ୍ଦ କରି ପଳେଇବା ଲେକ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking