29.7 C
Bhubaneswar
Thursday, June 5, 2025
Homeଓଡିଶାଦେଶ ସେବା ପାଇଁ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ  

ଦେଶ ସେବା ପାଇଁ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ  

ଭୁବନେଶ୍ୱର: ଅସ୍ତ୍ରବିରତି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କରି ବାତ୍ତା ଜଣାଇଛନ୍ତି । କହିଛନ୍ତି, ଦେଶବାସୀଙ୍କ ଧନ, ଜୀବନ ସୁରକ୍ଷା ଆମ ଦାୟିତ୍ୱ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ବେସାମରିକ ସୁରକ୍ଷା ପାଇଁ ଯୁବପିଢି  ଆଗେଇ ଆସନ୍ତୁ । ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବପିଢିଙ୍କୁ ଆହ୍ୱାନ ଦିଆଯାଇଛି ।  ସେବା ଓ ଜାତୀୟତାର ମନୋଭାବକୁ ଦୃଢ କରନ୍ତୁ । ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking