17.1 C
Bhubaneswar
Tuesday, December 9, 2025
Homeଓଡିଶାଶରଧାବାଲି ଦଳାଚକଟା ଘଟଣା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ପୃଥ୍ୱୀରାଜ

ଶରଧାବାଲି ଦଳାଚକଟା ଘଟଣା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ପୃଥ୍ୱୀରାଜ

ଭୁବନେଶ୍ୱର: ଶରଧାବାଲି  ଦଳାଚକଟା ଘଟଣାର ପରବର୍ତ୍ତୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନେବେ ।  ଏନେଇ ସୂଚନା ଦେଇଛନ୍ତି  ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଉନ୍ନୟନ କମିଶନରଙ୍କ ରିପୋର୍ଟ ପରେ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି  ଶରଧାବାଲି ଘଟଣାରେ   ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ  ଉନ୍ନୟନ କମିଶନର ଅନୁଗର୍ଗ ପ୍ରତିକ୍ରିୟା ରଖିଥିଲେ । କହିଥିଲେ,   ଆମେ ରିପୋର୍ଟ ଦେବୁ , ସରକାର ନିଷ୍ପତ୍ତି ନେବେ ।   ମୋତେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।  ମୁଁ ରିପୋର୍ଟ ଦେବା ପରେ ସରକାର ନିଷ୍ପତ୍ତି ନେବେ । ଗତକାଲି ଶରଧାବାଲି ଘଟଣାର ରିପୋର୍ଟ ଦେବା ପାଇଁ ଡେଡଲାଇନ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking