କଳାହାଣ୍ଡି: ଆସନ୍ତା ୩୦ ତାରିଖରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ହେବ । କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନାରେ ୫୦ ହଜାର ଲୋକ ଯୋଡି ହେବେ । ଅନଲାଇନ କିମ୍ବା ବିଡିଓଙ୍କ ଜରିଆରେ ପଞ୍ଜୀକୃତ କରିପାରିବେ ା