27.1 C
Bhubaneswar
Thursday, July 31, 2025
Homeଓଡିଶାକେନ୍ଦ୍ରାପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦ୍ରାପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦ୍ରାପଡା କଲେଜ ପଡିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ।  ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରାପଡା ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅସ୍ଥାୟୀ ହେଲିପ୍ୟାଡରେ  ପହଞ୍ଚିବା ପରେ  ମୁଖ୍ୟମନ୍ତ୍ରୀକୁ କନ୍ଦ୍ରୋପଡା ବାସୀ   ଭବ୍ୟ ସ୍ୱାଗତ କରିଛନ୍ତି । ଏହାପରେ   ମାଉସୀ ମା ମନ୍ଦିରରୁ  ବଳଦେବ ଜୀଉ ମନ୍ଦିର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ  ମାରାଥନ ସମୀକ୍ଷା  ବୈଠକ କାଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking