29.1 C
Bhubaneswar
Monday, March 23, 2026
Homeଦେଶ ବିଦେଶ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ୨ ଦିନିଆ ଦିଲ୍ଲୀ ଗସ୍ତରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୨ ଦିନର ରହଣିରେ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସାଂଗଠନିକ ଦିଗକୁ ନେଇ ବରିଷ୍ଠ  ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆପଡା ଉପନିର୍ବାଚନ ନେଇ ସେଠାରେ ହୋଇପାରେ କିଛି ଚୂଡାନ୍ତ ନିଷ୍ପତ୍ତି ।  ସୂଚନାଥାଉ କି ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking