18.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଜେଟ ଆଗତ ପୂର୍ୱରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିଛି ସମୟ ପରେ ବିଧାନସଭାରେ ବଜେଟ ଆଗତ ହେବ । ବଜେଟରେ ଓଡିଆ ଅସ୍ମିତାର ଝଲକ ଦେଖାଦେଇଛି । ବଜେଟ ବ୍ରିଫକେସରେ ସମ୍ବଲପୁରୀ ଡିଜାଇନ ରହିଛି ।  ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ କିଛି ସମୟ ଭିତରେ ବିଧାନସଭାରେ ପହଞ୍ଚିବେ । ଗତ ଥର ୨ ଲକ୍ଷ ହଜାରର ଆକାର ଥିଲା । ଚଳିତ ଥର ବଜେଟର ଆକାର ଅଧିକ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking