25.1 C
Bhubaneswar
Monday, December 22, 2025
Homeଓଡିଶାଇ- ରେଜିଷ୍ଟ୍ରେସନ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଇ- ରେଜିଷ୍ଟ୍ରେସନ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋବାଇଲ ଆପରେ ସମସ୍ତ ରାଜସ୍ୱ ସେବା ।  ରାଜସ୍ୱ ସେବା ପାଇଁ ଆସିଲା ଇ- ରେଜିଷ୍ଟ୍ରେସନ ଆପ । ଗୋଟିଏ ମୋବାଇଲ ଆପରେ  ମିଳିବ ସମସ୍ତ ରାଜସ୍ୱ ସେବା । ଏହି ଆପକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଆପରେ ବିଭିନ୍ନ ସେବା ପାଇଁ ଆବେଦନ ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking