32.8 C
Bhubaneswar
Sunday, April 6, 2025
Homeଓଡିଶାରାଜ୍ୟସ୍ତରୀୟ ଖଡିଛୁଆଁ ଉତ୍ସବର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଖଡିଛୁଆଁ ଉତ୍ସବର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ନବ ବର୍ଷ ପାଳନ ଅବସରରେ ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପାଳନ କରାଯାଉଛି ଓଡ଼ିଆ ପକ୍ଷ । ଏହି ମହାର୍ଘ ଅବସରରେ ଶିଶୁ ବାଟିକାର ଶୁଭାରମ୍ଭ କରିବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ବଡଗଡ ହାଇସ୍କୁଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ଖଡିଛୁଆଁ ଉତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ଉତ୍ସବରେ ବିଭିନ୍ନ ବିଧାୟକ ଉପସ୍ଥିତ ରହିଥିଲେ । ଶିଶୁମାନଙ୍କର ସର୍ୱାଙ୍ଗୀନ ଉନ୍ନତି କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ସେ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଏହା ଭରପୁର ପ୍ରୟାସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking