20.1 C
Bhubaneswar
Saturday, December 6, 2025
Homeଓଡିଶାଗାନ୍ଧୀ ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ

ଗାନ୍ଧୀ ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧୀ ମାର୍ଗରେ ମହିଳା ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ବାର୍ତ୍ତା ଦେଇଛନ୍ତି । ସେହିପରି ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ତ୍ରିରଙ୍ଗାର ତିନି ରଙ୍ଗର ଆଲୋକରେ ଝଲସିଛି ପୂରା ଭୁବନେଶ୍ବର । ଲୋକସେବା ଭବନ, ଓଡିଶା ବିଧାନସଭା, ଖାରବେଳ ଭବନ, ନିର୍ମାଣ ସୌଧ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ବିଏମସି ଅଫିସ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ତ୍ରିରଙ୍ଗା ଆଲୋକରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।  ରାଜଧାନୀର ରାଜରାସ୍ତାଠାରୁ ନେଇ ଗଳିକନ୍ଦି ମଧ୍ୟ ଆଲୋକମାଳାରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking