24.1 C
Bhubaneswar
Friday, February 6, 2026
Homeଓଡିଶାତୀର୍ଥଯାତ୍ରୀ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ  ମୁଖ୍ୟମନ୍ତ୍ରୀ

ତୀର୍ଥଯାତ୍ରୀ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ  ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତୀର୍ଥଯାତ୍ରୀ  ଯୋଜନାରେ ସ୍ପେଶାଲ ଟ୍ରେନର ଶୁଭାରମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ  କରିଛନ୍ତି । ଭୁବନେଶ୍ୱର – ଶିରିଡି – ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି ।  ୬ଟି ଜିଲ୍ଲାରୁ ଯାଉଛନ୍ତି ୮୦୦ ବରିଷ୍ଠ ନାଗରିକ । ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking