31.1 C
Bhubaneswar
Saturday, February 7, 2026
Homeଓଡିଶାକୋମନା ଏନଏସି ଓ ଖରିଆର ରୋଡକୁ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋମନା ଏନଏସି ଓ ଖରିଆର ରୋଡକୁ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନୂଆପଡାରେ ମୁଖ୍ୟମନ୍ତ୍ରୀ ଆଜି ବଡ ଘୋଷଣା କରିଛନ୍ତି । ନୂଆପଡାବାସୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋମନାକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଖରିଆରରୋଡ୍ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ । ଏଥି ସହିତ ସିନାପାଲିକୁ ମଧ୍ୟ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking