22.1 C
Bhubaneswar
Wednesday, December 10, 2025
Homeଓଡିଶାରାଜଭବନରେ ମୁଖ୍ୟମନ୍ତ୍ରୀ

ରାଜଭବନରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେଢ ଘଣ୍ଟାର ବୈଠକ  ସରିବା ପରେ ରାଜଭବନ ଗଲେ । ସବୁ ବିଧାୟକଙ୍କୁ ରାଜଭବନରୁ ନିମନ୍ତ୍ରଣ ଆସିଲା । ଜଣଙ୍କ ପରେ ଜଣେ  ବିଧାୟକ ପହଞ୍ଚୁଛନ୍ତି ରାଜଭବନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ବି ଗଲେ ରାଜଭବନ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନୈଶ ଭୋଜିରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking