29.1 C
Bhubaneswar
Sunday, February 8, 2026
Homeଓଡିଶାମାଲକାନଗିରିରେ ରହିବେ ଛତିଶଗଡ ବିଧାୟକ

ମାଲକାନଗିରିରେ ରହିବେ ଛତିଶଗଡ ବିଧାୟକ

ମାଲକାନଗିରି: ମାଲକାନଗିରିରେ ରହିବେ ଛତିଶଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କବାସୀ ଲାଖମା । ଅନ୍ତରୀଣ ଜାମିନ ପରେ ମାଲକାନଗିରିରେ ରହିବେ କବାସୀ ଲାଖମା । କୋର୍ଟ ସର୍ତ୍ତ ଅନୁଯାୟୀ ଛତିଶଗଡରେ ପ୍ରବେଶ ବାରଣ ପାଇଁ ମାଲକାନଗିରିରେ ରହିବେ । ଏଥିପାଇଁ ପଡୋଶୀ ଜିଲ୍ଲା ମାଲାକାନଗିରିକୁ ଅସ୍ଥାୟୀ ରହଣୀ ଭାବେ ବାଛିଛନ୍ତି । ମାଲକାନଗିରିରେ ପହଞ୍ଚିବା ପରେ ଲାଖମାଙ୍କୁ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ମାଲକାନଗିରି ଅଞ୍ଚଳର ବିଭିନ୍ନ ସମସ୍ୟା ବୁଝିବେ କହିଛନ୍ତି ଲାଖମା । ମଦ ସ୍କାମ୍‌ରେ ଗତବର୍ଷ ଏପ୍ରିଲ ମାସରେ ଗିରଫ ହୋଇଥିଲେ ଲାଖମା । ଗତ ୩ତାରିଖରେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ନିଜ ଘରୋଇ ରାଜ୍ୟରେ ରହିବାକୁ ସ୍ପଷ୍ଟ ମନା କରିଥିଲେ ସୁପ୍ରିମକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking