31.1 C
Bhubaneswar
Monday, March 23, 2026
Homeଓଡିଶାଶଙ୍ଖ ଭବନରେ ଛେନାପୋଡ଼ ଦିବସ ପାଳିତ

ଶଙ୍ଖ ଭବନରେ ଛେନାପୋଡ଼ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ ପାଇଁ ଉତ୍ସର୍ଗୀତ ଛେନାପୋଡ଼ ଦିବସ ଆଜି ଶଙ୍ଖ ଭବନରେ ଉତ୍ସାହ ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ଼ ସୃପ୍ତ ମିଶ୍ର, ମୁଖପାତ୍ର ଡ଼ ଲେଖାଶ୍ରୀ ସାମସିଂହାର, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ସୋଫିଆ ଆଲାମ, ବିଶ୍ବପ୍ରତାପ ସାହୁ ଓ ଅରୂପ ଶ୍ରୀଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ଛେନାପୋଡ଼ କାଟି ବଣ୍ଟନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking